(ଜଣଙ୍କର ଛବିର ପ୍ରଶଂସା କରିବା)
a. That is a terrific photo! Who clicked it?
(ଏହି ଛବିଟା ବହୁତ ଭଲ ହେଇଛି ! କିଏ ଉଠେଇଛି?)
b. Wow! You look stunning. (if the photo is of a female).
[ବାଃ! ତୁମେ ବହୁତ ସୁନ୍ଦର ଦେଖା ଯାଉଛ! - (ଯଦି ଛବି ଜଣେ ମହିଳାଙ୍କର ହେଇଥାଏ)]
c. You look amazing. Great picture!
(ତୁମେ ବହୁତ ବଢିଆ ଦେଖା ଯାଉଛ. ବହୁତ ଭଲ ଛବି ହେଇଛି!)
d. Nice shot! You are a very talented photographer.
(ଅତି ଉତ୍ତମ ଛବି ! ତମେ ଗୋଟେ ବହୁତ ପ୍ରତିଭାଶାଳୀ ଫୋଟୋଗ୍ରାଫର. )
e. That place looks incredible! Amazing picture!
(ସେହି ଜାଗା ଟା ଆଶ୍ଚର୍ଯ୍ୟଜନକ ଲାଗୁଛି! ବଢିଆ ଛବି!)
2. Wishing on someone's birthday
(କାହା ଜନ୍ମଦିନରେ ଅଭିନନ୍ଦନ ଜଣାଇବା. )
a. Wish you a very Happy Birthday! Have a great day, and a great year ahead.
(ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ! ଆପଣଙ୍କର ଦିନ ଏବଂ ସମ୍ପୁର୍ଣ ବର୍ଷ ଉତ୍ତମ ରହୁ. )
b. If you are late in wishing: Belated birthday wishes. I am sorry that I missed wishing you yesterday.
(ଯଦି ଆପଣ ଅଭିନନ୍ଦନ ଦେବାରେ ଡେରି କରିଦେଲେ, ତେବେ ଏହା କହି ପାରିବେ: ଆପଣଙ୍କୁ ଜନ୍ମଦିନର ବିଳମ୍ବିତ ଅଭିନନ୍ଦନ. କ୍ଷମା କରିବେ, ଗତ କାଲି ୱିଶ୍ କରିବାକୁ ଭୁଲିଗଲି. )
3. Thanking someone
(କାହାକୁ ଧନ୍ୟବାଦ ଦେବା)
a. Thank you so much for the wishes!
(ଅଭିନନ୍ଦନ ଦେବା ପାଇଁ ଆପଣଙ୍କର ଧନ୍ୟବାଦ!)
b. Thanks a lot for your compliments!
(ପ୍ରଶଂସା କରିବା ପାଇଁ ଆପଣଙ୍କର ଧନ୍ୟବାଦ!)
c. Thank you for your support. It means a lot to me.
(ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ. ଏହା ମୋ ପାଇଁ ବହୁତ ମାନେ ରଖେ. )
Doubts on this article